ମୁଗ ଜାଇ
ଦେଖଣା
ମୁଗ ଜାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଗ ଜାଇ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କଞ୍ଚା ମୁଗକୁ ରଗଡ଼ି କରି ତା ଉପରେ ସାମାନ୍ୟ ଜଳ ଛିଞ୍ଚି ସେଥିରୁ ଚୋପା ବାହାର କରାଯାଇ ଡ଼ାଲି ରାନ୍ଧିବା ପାଇଁ ପ୍ରସ୍ତୁତ କରାଯିବା ଫାଳମାନ — Split unfried muga.
[ଦ୍ରଷ୍ଟବ୍ୟ —ସାଧାରଣତଃ ମୁଗକୁ ଭାଜି ତା ପରେ ରଗଡ଼ି ତହିଁରୁ ଚୋପାକୁ ପୃଥକ୍ କରି ଡ଼ାଲି କରାଯାଏ କିନ୍ତୁ ମୁଗକୁ ଭାଜିବା ସମୟସାପେକ୍ଷ ଏଥିପାଇଁ ବିବାହ ବ୍ରତ ଆଦି ଉପଲକ୍ଷରେ କଞ୍ଚା ମୁଗକୁ ରଗଡ଼ି ତହିଁରେ ସାମାନ୍ୟ ହଳଦି ପାଣି ଚୋପା କାଢ଼ି ତାକୁ ଜାଇ କରାଯାଏ ଓ ଉକ୍ତ ଜାଇଦ୍ୱାରା ବହୁଲୋକଙ୍କ ଖାଦ୍ୟାର୍ଥ ଡ଼ାଲି ରନ୍ଧାଯାଏ]