Jump to content

ମୁଗ ଡ଼ାଲି

ଉଇକିଅଭିଧାନ‌ରୁ

ମୁଗ ଡ଼ାଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ଗ ଓ ଦ୍ୱିଦଳ)

[ସମ୍ପାଦନା]
୧. ମୁଗକୁ ଭାଜିବା ପରେ ରଗଡ଼ି ତହିଁରୁ କୁଲାଦ୍ୱାରା ପାଛୁଡ଼ି ଚୋପା ବାହାର କରା ଯାଇଥିବା ମୁଗର ଫାଳ —୧. Split muga.
୨. ମୁଗରେ ପ୍ରସ୍ତୁତ ଜଳୀୟ ବ୍ୟଞ୍ଜନ — ୨. Soup made by boiling split muga with water.