Jump to content

ମୁଗ ଦାନ୍ତିଆ

ଉଇକିଅଭିଧାନ‌ରୁ

ମୁଗ ଦାନ୍ତିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
ମୁଗ ଦାନ୍ତୀ, ମୁଗ ଦାନ୍ତେଇ  —ସ୍ତ୍ରୀ

(ମୁଗ ଦନ୍ତା—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ମୁଗ ପରି ଛୋଟ ଦାନ୍ତବିଶିଷ୍ଟ (ବ୍ୟକ୍ତି) — (person) Having teeth as small as grains of muga.

[ଦ୍ରଷ୍ଟବ୍ୟ —ଯାହାଙ୍କର ଦାନ୍ତମୁଗ ପରି ଛୋଟ ହୋଇତାଏ ସେମାନଙ୍କ ଦାନ୍ତ ବଡ଼ଦାନ୍ତିଆ ଲୋକଙ୍କ ଦାନ୍ତ ପରି ବୁଢ଼ା ଦିନେ ଶୀଘ୍ର ଉପୁଡ଼େ ନାହିଁ, ଏମନ୍ତ କି, ମୁଗଦାନ୍ତିଆ ଆଶୀ ବରଷର ବୁଢ଼ାଙ୍କର ଦାନ୍ତ ପଡ଼ି ନ ଯାଇ ଚର୍ବଣକ୍ଷମ ଥିବା ଦେଖାଯାଏ]