ମୁଗ ବୋତି
ଦେଖଣା
ମୁଗ ବୋତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଗ ବୋତି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୁଗ ଛୁଇଁକୁ ମଳି କରି ତହିଁରୁ ମୁଗ ବାହାର କରି ନେବା ପରେ ବାକି ରହିଯିବା ଚୋପାଆଦି ଅଂଶ — Chaff or rinds left after threshing out muga grains from the pods.