ମୁଘମ
ଦେଖଣା
ମୁଘମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୁଗମ; ମୁଅମ୍ମା)
[ସମ୍ପାଦନା]- ୧. କୌଣସି ବିଷୟର ଗୁପ୍ତ ରହସ୍ୟ —୧. The key or secret of a matter.
- ୨. ସାର ମର୍ମ — ୨. The essence or purport of a matter.
- ୩. ଦେହର ମର୍ମ ସ୍ଥାନ — ୩. The vital part of the body.
- ୪. ମନ —୪. Mind.
ବିଶେଷଣ -
[ସମ୍ପାଦନା]ଗୁପ୍ତ —Secret.