Jump to content

ମୁଚକି ହସା

ଉଇକିଅଭିଧାନ‌ରୁ

ମୁଚକି ହସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଖ କୁ଼ଞ୍ଚିତ)

[ସମ୍ପାଦନା]

ମୁଡ଼ୁକି— ହସା; ମୁରୁକିହସ; ଇଷଦ୍ଧାସ୍ୟ; ମୃଦୁହାସ୍ୟ —Smile; simpering.

[ଦ୍ରଷ୍ଟବ୍ୟ — ଓଡ଼ିଆରେ 'ମୁରୁ(ଡ଼ୁ)କି ହସ' ବୋଲାଯାଏ କିନ୍ତୁ ବର୍ତ୍ତମାନ ବଙ୍ଗଭାଷାର ଆନୁକରଣରେ ମୁଚ୍କି ହସର ବ୍ୟବହାର ଦେଖାଯାଏ]

=== ଦେଶଜ - ବିଶେଷଣ -

ଯେ ମୁଡ଼ୁକି ହସେ —Simpering (person)