Jump to content

ମୁଚୁକି ମୁଚୁକି ହସିବା

ଉଇକିଅଭିଧାନ‌ରୁ

ମୁଚୁକି ମୁଚୁକି ହସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ମୁଚ୍(ଚୁ)କେଇ ହସିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଇଷଦ୍ଧାସ୍ୟ କରିବା — To smile.

(ଉ—ଆଉ ଜଣେ ସେଠାରେ ବସି ମୂଚକି ମୂଚକି ହସୁଛନ୍ତି—ରାଧାନାଥ ବିବେକି)