ମୁଚୁଳି
ଦେଖଣା
ମୁଚୁଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଚୁଳି
|
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଣ୍ଡି; ତକିଆ; ତୁଳାଆଦି ନରମ ପଦାର୍ଥ— ପୂର୍ଣ୍ଣ ଥଳି —୧. Pillow.
[ଉ—ତଳେ ଶୋଇ ହାତ ମୁଚୁଳୀ ଯେ କରଇ, ଦେବେ ତାହାକୁ ପ୍ରଶଂସନ୍ତି ତୋଷ ବହି କୃଷ୍ଣସିଂହ. ମହାଭାରତ. ବନ]
- ୨. ବୋଝିଆମାନେ ମୁଣ୍ଡରେ ବା କାନ୍ଧରେ ବୋଝ ରଖିବା ପାଇଁ ବ୍ୟବହାର କରିବା କନାର ମଳା; ଚୁମୁଳା —୨. A cushion or ball of rage used by porters on the head or shoulders to carry loads on.
- ୩. ହାଣ୍ଡିକୁ ଭୂଇଁରେ ରଖିବା ପାଇଁ ବ୍ୟବହୃତ ପାଳିଆଦିରେ ମୋଡ଼ା; ମଳା —୩. Circular cushion of straw used to set round pots securely on the ground.