ମୁଚ୍କି ମୁଚ୍କି ହସିବା
ଦେଖଣା
ମୁଚ୍କି ମୁଚ୍କି ହସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଚ୍କି ମୁଚ୍କି ହସିବା
|
[ମୁଚ୍(ଚୁ)କେଇ ହସିବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଇଷଦ୍ଧାସ୍ୟ କରିବା —To smile.
(ଉ—ଆଉ ଜଣେ ସେଠାରେ ବସି ମୂଚକି ମୂଚକି ହସୁଛନ୍ତି—ରାଧାନାଥ ବିବେକି)