Jump to content

ମୁଚ୍ଛ

ଉଇକିଅଭିଧାନ‌ରୁ

ମୁଚ୍ଛ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ମଶ୍ରୁ; ପ୍ରା. ମସ୍ସୁ; କିମ୍ୱାସଂସ୍କୃତ - କୁର୍ଚ=କଠିନ ଶ୍ମଶ୍ରୂ)

[ସମ୍ପାଦନା]

ନିଶ —Mustaches.

[ଦ୍ରଷ୍ଟବ୍ୟ —ବିରଳ ଶ୍ମଶ୍ରୁକୁ ନିଶ ଓ ଘନ ଶ୍ମଶ୍ରକୁ ମୁଛ ବୋଲାଯାଏ; ମୁହଁର ଗୋଟିଏ ପାଖର ମୁଛକୁ ପଟାଏ ମୁଛ ବୋଲା— ଯାଏ]