Jump to content

ମୁଚ୍ଛଦ୍ଦି

ଉଇକିଅଭିଧାନ‌ରୁ

ମୁଚ୍ଛଦ୍ଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ଆରବୀ - (ମୁତ୍ସଦୀ=ଲେଖକ)

[ସମ୍ପାଦନା]
୧. ସାଂସାରିକ ବିଷୟ କର୍ମର ଭାରପ୍ରାପ୍ତ କର୍ମଚାରି ଗୁମାସ୍ତା —୧. An agent.
୨. ମେନେଜର୍ —୨. Manager.
୩. କାର୍ଯ୍ୟାଧ୍ୟକ୍ଷ — ୩. Superintendent.
୪. ମୋହରଚ୍; ଲେଖକ — ୪. A writer; clerk.