Jump to content

ମୁଚ୍ଛିବା

ଉଇକିଅଭିଧାନ‌ରୁ

ମୁଚ୍ଛିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଞ୍ଚ ଧାତୁ)

[ସମ୍ପାଦନା]
୧. ମୁରୁଚ୍ଛିବା; ମାୟା ତ୍ୟାଗ କରିବା —୧. To give up attachment for a person or thing.
୨. ତ୍ୟାଗ କରିବା —୨. To give up.

[ଉ—ଇନ୍ଦ୍ରତାଠାରୁ ସ୍ନେହ ନ ପାରନ୍ତି ମୁଚ୍ଛି କୃଷ୍ଣସିଂହ. ମହାଭାରତ. ବନ]

୩. ଧନ ଲୋଭ ତ୍ୟାଗ କରି ବ୍ୟୟ କରିବା —୩. To spend lavishly.