Jump to content

ମୁଛଦ୍ଦି

ଉଇକିଅଭିଧାନ‌ରୁ

ମୁଛଦ୍ଦି

ଉଚ୍ଚାରଣ

[ସମ୍ପାଦନା]
  • (file)

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ମୁଛୁଦି (ଦେଖ) - Muchhudi (See)



ମୁଛଦ୍ଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ଆରବୀ - (ମୁତ୍ସଦୀ=ଲେଖକ)

[ସମ୍ପାଦନା]
୧. ସାଂସାରିକ ବିଷୟ କର୍ମର ଭାରପ୍ରାପ୍ତ କର୍ମଚାରୀ ଗୁମାସ୍ତା —୧. An agent.
୨. ମେନେଜର୍ —୨. Manager.
୩. କାର୍ଯ୍ୟାଧ୍ୟକ୍ଷ — ୩. Superintendent.
୪. ମୋହରଚ୍; ଲେଖକ — ୪. A writer; clerk.