ମୁଛିଆ ହଳଦୀ ବସନ୍ତ
ଏକ ଜାତୀୟ ହଳଦୀ ବସନ୍ତ ପକ୍ଷୀ — Barbet (bird).
[ଦ୍ରଷ୍ଟବ୍ୟ —ଏମାନଙ୍କ ଥଣ୍ଟରୁ ମୂଳରେ ମୁଛ ପରି ଗୋଟି କେତେ ଲମ୍ୱ ଟାଣୁଆ ଲୋମ (ନିଶ) ବାହାରି ଥାଏ]