ମୁଛ ମୋଡ଼ିବା
ଦେଖଣା
ମୁଛ ମୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଛ ମୋଡ଼ିବା
|
[ମୁଚ୍ଛରେ ହାତ ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ହାତଦ୍ୱାରା ମୁଛକୁ ସାଉଁଳିବା —To set one's mustaches in order by the hand.
[ଦ୍ରଷ୍ଟବ୍ୟ —ମୁଛ ରଖିବା ବୀରତ୍ୱ— ବ୍ୟଞ୍ଜକ ବୀରତ୍ୱ ବା ଦର୍ପ ଆସ୍ଫାଳନ ପ୍ରକାଶ କରିବା ଉପଲକ୍ଷରେ ଲୋକ ମୁଛ ମୋଡ଼ି ଥାଆନ୍ତି]