Jump to content

ମୁଜାଇମ୍

ଉଇକିଅଭିଧାନ‌ରୁ

ମୁଜାଇମ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ମୁଜାହୀମ୍)

[ସମ୍ପାଦନା]
୧. ଆପତ୍ତି — ୧. Objection.
୨. ଦାବୀ —୨. Claim.
୩. ଜଣେ ଦାବୀ କରୁଥିବା ସମ୍ପତ୍ତି ସମ୍ୱନ୍ଧେ ବିପରୀତ ଦାବୀ —୩. Counter claim.

ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]
୧. ଆପତ୍ତି— କାରୀ. ୧. Objector.
୨. ଦାବୀଦାର୍ —୨. Claimant.

[ଦର—ଅଦାଲତରେ ଦରଖାସ୍ତକାରୀ ବା ପ୍ରଥମ ଦାବୀଦାର୍କୁ ସାଏଲ୍ ଓ ବିପକ୍ଷ ଦାବୀଦାର୍ ବା ଆପତ୍ତିକାରୀକୁ ମୁଜାହିମ୍ ବୋଲାଯାଏ]