ମୁଜାବର୍
କୌଣସି ପୀରଙ୍କ ଦରଘାରେ ବା ଆସ୍ଥାନରେ ରହି ସେଠା ଓଳାଇବା, ସେଠାରେ ସଞ୍ଜବତୀ ଲଗାଇବା ଆଦି କାର୍ଯ୍ୟ କରିବା ମୁସଲମାନ —A Mahomedan who is a whole- time servant in a saint's tomb.