Jump to content

ମୁଞ୍ଚନ

ଉଇକିଅଭିଧାନ‌ରୁ

ମୁଞ୍ଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଞ୍ଚ ଧାତୁ+ଭାବ. ଅନ)

[ସମ୍ପାଦନା]

ତ୍ୟାଗ —Giving up.

(ଉ—କରରେ କର ବଞ୍ଚନ, ଢାଳିଲା ପରି ଲୋଚନ, ହୋଇ କି ମନୁ ମୁଞ୍ଚନ, ନାହିଁ ବଞ୍ଚନ—ଭଞ୍ଜ. ପ୍ରେମସୁଧାନିଧି)