Jump to content

ମୁଞ୍ଜାତକ

ଉଇକିଅଭିଧାନ‌ରୁ

ମୁଞ୍ଜାତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୁଞ୍ଜ (ଦେଖ) - —୧. Mun̄ja (See)
୨. ଔଷଧରେ ବ୍ୟବହୃତ ଏକ ପ୍ରକାର ତୃଣମୂଳ —୨. A sort of medicinal grass root.

[ଦ୍ରଷ୍ଟବ୍ୟ —ଏହା ଉତ୍ତର ଭାରତରେ ମିଳେ ଏହାର ଅଭାବରେ ତାଳ ମଜ୍ଜା ବ୍ୟବହାର ବ୍ୟବସ୍ଥା ଅଛି (ହିନ୍ଦୀ - ଶ)]