Jump to content

ମୁଞ୍ଜ କୋ(ଶୀ)

ଉଇକିଅଭିଧାନ‌ରୁ

ମୁଞ୍ଜ କୋ(ଶୀ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ମଞ୍ଜି ପରି ଟାଣୁଆ କେଶ ଯାହାର ବହୁବ୍ରୀହି)

[ସମ୍ପାଦନା]

ମୁଞ୍ଜ ପରି ଟାଣୁଆ ବା କରଡ଼ା କେଶଯୁକ୍ତ —Tough-haired.

ମୁଞ୍ଜକେଶା, ମୁଞ୍ଜକେଶୀ ସ୍ତ୍ରୀ

ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୨. ଶିବ (ହିନ୍ଦୀ - ଶ) —୨. Ṡiba.