Jump to content

ମୁଞ୍ଜ ବନ୍ଧନ

ଉଇକିଅଭିଧାନ‌ରୁ

ମୁଞ୍ଜ ବନ୍ଧନ

ଉଚ୍ଚାରଣ

[ସମ୍ପାଦନା]
(ମୁଞ୍ଜ ମେଖଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ କର୍ମଧା; ମୁଞ୍ଜ ନିର୍ମିତ ବନ୍ଧନ)

[ସମ୍ପାଦନା]

ନବବ୍ରହ୍ମଚାରୀଙ୍କ ପରିଧେୟ ମୁଞ୍ଜତୃଣ ନିର୍ମିତ ମେଖଳା —A girdle made of Mun̄ja grass worm by the newly initiated Brāhmaṇa.

(ଉ— ମୁଞ୍ଜ ମେଖଳାରେ ବଦ୍ଧ ଶୋଭେ କଟି ଦେଶ ରାଧାନାଥ. ମହାଯାତ୍ରା)