Jump to content

ମୁଠା ଆଜ୍ଞା

ଉଇକିଅଭିଧାନ‌ରୁ

ମୁଠା ଆଜ୍ଞା

ଉଚ୍ଚାରଣ

[ସମ୍ପାଦନା]

(ମୁଠାଜ୍ଞା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଜାଙ୍କ ଶ୍ରୀହସ୍ତାଙ୍କିତ ଆଦେଶ; ହାତ ଚିଟାଉ —An order issued under a king's signature; Latters Patent.

[ଉ—ବୈଦେହୀ ସମର୍ପ ଜୀବେ ଥିଲେ ଆଶ ମୁଠା ଆଜ୍ଞା ଅଛି ଆଣି ମୁଁ ଭଞ୍ଜ. ବୈଦେହୀଶବିଳାସ]