Jump to content

ମୁଠି

ଉଇକିଅଭିଧାନ‌ରୁ

ମୁଠି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମୁଷ୍ଟି, ପ୍ରା, ମୁଟି, ମୁଠି)

[ସମ୍ପାଦନା]
୧. ମୁଠା; ମୁଷ୍ଟି ସଂକୁଚିତ କରତଳ —୧. Clenched or clutched palm.

[ଉ—ଅଣ୍ଟ କରିଣ ଭିଡ଼ି, ଡେବିରି ମୁଠିଟି କୃଷ୍ଣସିଂହ. ମହାଭାରତ ବନ]

୨. ଏକ ମୁଷ୍ଟି ପରମାଣ; ପ୍ରାୟ ୩ ଇଞ୍ଚ —୨. A measure of length by the fist.

[ଉ—ଉଭାମୁଠି ଆଡ଼ ଦି ମୁଠି]

୩. ଖଡ୍ଗ ଆଦିରେ ବେଣ୍ଟ — ୩. The hilt or handle of a sword.

ଅନୁବାଦ

[ସମ୍ପାଦନା]
୪. ଭଣ୍ଡାରିମାନଙ୍କର ଖୁର ଆଦି ରଖିବାର କନାର ବା ଚମଡ଼ାର ମୁଣି —୪. Barber's bag for keeping razor etc, barber's pouch.
୫. ଅକ୍ଷି ମୁଠି (ଦେଖ) - —୫. Akhi muṭhi (See)