Jump to content

ମୁଠିଆ

ଉଇକିଅଭିଧାନ‌ରୁ

ମୁଠିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଭଣ୍ଡାରିର ମୁଠି ସମ୍ୱନ୍ଧୀୟ —Relating to the berber's wallet.

[ଦ୍ରଷ୍ଟବ୍ୟ —ଅନ୍ୟ ଶବ୍ଦ ପୂର୍ବେ ବ୍ୟବହୃତ ଯଥା—କନା ମୁଠିଆ, ଚମ ମୁଠିଆ]

ବିଶେଷ୍ୟ -

[ସମ୍ପାଦନା]
୧. କଟୁରି, ଛାଞ୍ଚୁଣି ଆଦିର ମୁଠାରେ ବନ୍ଧା ଯିବା ବେତର ବା ଦଉଡ଼ିର ଗଣ୍ଠି —୧. A knot of cane or string wrought round the handle (of a bill- hook or broom-stick).
୨. ମୁଠାଇବା କ୍ରିୟା — ୨. The act of clutching the palm.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଧାନ କାଟି ଖଳାକୁ ବୋହି ଆଣିବା ପାଇଁ କରାଯିବା ଗୋଛା —Bundle of paddy sheaves or paddy plants carried to the threshing floor during harvest of.