Jump to content

ମୁଠିମୁଠି କରି

ଉଇକିଅଭିଧାନ‌ରୁ

ମୁଠିମୁଠି କରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଏକ ଏକ ମୂଷ୍ଟି ପରିମାଣରେ — Handfull after handful handful; in handfuls.

[ଉ—ପୁଣି କରେ ମାଟି କରିଣ ମୁଠି ମୁଠି, ଭଞ୍ଜୁଛନ୍ତି ଭାଇମାନଙ୍କୁ କରି ପିଠି କୃଷ୍ଣ ସିଂହ. ମହାଭାରତ. ଉଦ୍ଯୋଗ]