Jump to content

ମୁଠି କଛା

ଉଇକିଅଭିଧାନ‌ରୁ

ମୁଠି କଛା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାଣିଆ କଛା; କେନ୍ଦେରା କଛା; ମାଇପଙ୍କର ଫାଲଟା କରି ପିନ୍ଧିଥିବା ଲୁଗାର ସାମନା କାନିକୁ କଛା କରି ତାକୁ ନେଇ ଅଣ୍ଟାର ପଛଆଡ଼େ ଖୋସିବାର ପ୍ରକାର —A mode of females wearing the cloth by tucking one corner of the cloth down to the back of the waist.