ମୁଠି ଶାଗ
ଏକପ୍ରାକାର ବନ୍ୟ କ୍ଷୁଦ୍ର ଶାକ, [ଦ୍ରଷ୍ଟବ୍ୟ —ଏହା ପଡ଼ିଆରେ ମାଡ଼େ ଓ ଏହାକୁ ଗରିବା ଲୋକମାନେ ତୋଳି ଆଣି ଶାଗ କରି ଖାଆନ୍ତି, ଏହା ଈଷତ୍ ତିକ୍ତ] — A kind of wild pot-herb (of slightly bitter taste.)