ମୁଠୁଣି
କହୁଣିଠାରୁ ମୁଷ୍ଠିବଦ୍ଧ କର ତଳର କୁଞ୍ଚିତ କନିଷ୍ଠ ଅଙ୍ଗୁଳର ମଧ୍ୟ ପର୍ଯ୍ୟନ୍ତ ଲମ୍ୱ (ପ୍ରାୟ ୧୫: ଇଞ୍ଚି) —A short cubit; length ୩/୪ of a cubit; a length of nearly ୧୫ inches.