Jump to content

ମୁଠେଇବା

ଉଇକିଅଭିଧାନ‌ରୁ

ମୁଠେଇବା

ଉଚ୍ଚାରଣ

[ସମ୍ପାଦନା]

(ମୁଠିଆଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଷ୍ଟି)

[ସମ୍ପାଦନା]
୧. ହାତର ମୁଠାଦ୍ୱାରା ଧରିବା —୧. To clutch a things, to hold a thing whit the clenched palm.
୨. ଜାବୁଡ଼ି କରି ଧରିବା — ୨. To hold a thing tightly.