Jump to content

ମୁଡ଼ିଭାଜିବା

ଉଇକିଅଭିଧାନ‌ରୁ

ମୁଡ଼ିଭାଜିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୁଢ଼ି କରିବା ପାଇଁ ଚାଉଳକୁ ଭାଜିବା — To fry rice into Muṟḍ̠ẖi.

[ଦ୍ରଷ୍ଟବ୍ୟ —ଏହା ଭାଷାରେ ବ୍ୟବହାରର ଗୋଟିଏ ବିଶେଷତ୍ୱ; କାରଣ, ଲୋକେ ମୁଢ଼ିକୁ ଭାଜନ୍ତି ନାହିଁ; ଚାଉଳକୁ ଭାଜି ମୁଢ଼ି କରନ୍ତି]