ମୁଡ଼ୁଖ
ଦେଖଣା
ମୁଡ଼ୁଖ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୂର୍ଣ୍ଣତା ପ୍ରାପ୍ତ ହୋଇ ନ ଥିବା ପଇଡ଼; ଯେଉଁ ପଇଡ଼ ଭିତରେ ନାଳି ହୋଇ ନ ଥାଏ —A green cocoanut in which the soft karnel has not yet grown and there is only water in it.
[ଦ୍ରଷ୍ଟବ୍ୟ —ପ୍ରଥମେ କଷି ନଡ଼ିଆ ବା ଗୋଟମା' ତାପରେ 'ମୁଡ଼ୁକ',ତା ପରେ 'ପଇଡ଼', ତା ପରେ 'ପାଣିଚି' ବା 'ନଡ଼ିଆ', ତା ପରେ 'ଖୁରୁଡ଼' ବା 'ଖୁରୁଡ଼ୁ' ହୁଏ ନଡ଼ିଆ ଗୋଟମା ବଢ଼ି ଯାଇ ତା ମଧ୍ୟରେ ନାଳି ଲାଗି ନ ଥିବା ଓ ତହିଁର ପାଣି ସ୍ମସ୍ୱାଦୁ ହୋଇ ନ ଥିବା ଅବସ୍ଥାରେ ଅର୍ଥାତ୍ ପଇଡ଼ ହେବା ପୂର୍ବରୁ ତାହାକୁ ମୁଡ଼ୁକ ବୋଲା ଯାଏ ]