Jump to content

ମୁଣି

ଉଇକିଅଭିଧାନ‌ରୁ

ମୁଣି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୋଣ=ସାପ ରଖିବା ପେଡ଼ି)

[ସମ୍ପାଦନା]
୧. ଛୋଟ ଥଳି —୧. Small bag.
୨. ଝୁଲି —୨. Pouch.
୩. ଲଫାଫା —୩. Envelope.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ପାନବଟୁଆ —Betel-pouch.