ମୁଣୁଁହୁଁ
ଦେଖଣା
ମୁଣୁଁହୁଁ
ଉଚ୍ଚାରଣ
[ସମ୍ପାଦନା][ମୁଣ୍ହଣୁ(ଣ୍ହୁଁ)—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ମୁଳତଃ)
[ସମ୍ପାଦନା]ମୂଳରୁ; ଆଦୌ; ଜମାରୁ —At all; from the beginning.
[ଉ—ସେ ପ୍ରଣୟ ଧନ ହେଲାଣି ସ୍ୱପନ, ମୁଣୁହୁଁ ଜଗତେ ନାହିଁ ରାଧାନାଥ]
[ଦ୍ରଷ୍ଟବ୍ୟ —ଏହା ନଞ୍ଜର୍ଥକ ପ୍ରୟୋଗ ସଙ୍ଗେ ପ୍ରାୟଶଃ ବ୍ୟବହୃତ ହୁଏ; ଯଥା—ମୁଁ ମୂଣୁହୁଁ ସେ କଥା ଜାଣେ ନାହିଁ ]