Jump to content

ମୁଣ୍ଡକ

ଉଇକିଅଭିଧାନ‌ରୁ

ମୁଣ୍ଡକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୁଣ୍ଡ୍ଧାତୁ=ଲଣ୍ଡା କରିବା+କର୍ତ୍ତୃ ଅକ)

[ସମ୍ପାଦନା]
୧. ଭଣ୍ଡାରି; କ୍ଷୌରକାର —୧. Barber.
୨. (ମୁଣ୍ଡ+ସ୍ୱାର୍ଥେ କ) ମୁଣ୍ଡ; ମସ୍ତକ —୨. Head.
୩. ଉପନିଷଦ ବିଶେଷ —୩. A branch of the Upanishads.