ମୁଣ୍ଡକାଟ
ଦେଖଣା
ମୁଣ୍ଡକାଟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମୂଣ୍ଡକର୍ତ୍ତନ)
[ସମ୍ପାଦନା]- ୧. ମସ୍ତକ ଛେଦନ — ୧. Cutting one's head.
- ୨. ମସ୍ତକ ଛେଦନ୍ ରୂପି ପ୍ରାଣଦଣ୍ଡ —୨. Capital punishment; beheading.
[ଉ—ହାଜର ଚେରକୁ ଚୋରକୁ କି ମୁଣ୍ଡକାଟ ଶାସ୍ତି? ଢଗ]
ପ୍ରାଦେଶିକ - (ଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]- ୧. ଫସଲ ଆମଦାନି ହେଲେ ନିର୍ଦ୍ଦିଷ୍ଟ ଭାଉରେ ଧାନ, ମୁଗ , ଗୁଡ଼, କୋଳଥ, ବିରି ଆଦି ନେବା ପାଇଁ କୃଷକକୁ ମହାଜନର ଫଲସ ଆମଦାନି ପୂର୍ବରୁ ଋଣ ଦେବା ପ୍ରଥା —The
system of advancing money to a cultivator before harvest on condition that he will repay. the debt in kind at a stipulated rate after harvesting.
- ୨. ଜମିର ଦାଖଲ ଖାରଜ —୨. Mutation of the name of a new tenant in the place of the old one.