Jump to content

ମୁଣ୍ଡକୁ ନେବା

ଉଇକିଅଭିଧାନ‌ରୁ

ମୁଣ୍ଡକୁ ନେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବିଷୟରେ ଦାୟିତ୍ୱ ସ୍ୱୟଂ ବହନ କରିବା —୧. To shoulder the responsibility for any matter.
୨. ଅନ୍ୟ କେହି କରିଥିବା ଅପରାଧକୁ ନିଜେ ଆବୋରି ନେଇ ଅନ୍ୟକୁ ରକ୍ଷା କରିବା —୨. To save a person by taking upon one's self the blame for acts committed by bthe former.