Jump to content

ମୁଣ୍ଡକୁ ହାତ ପାଇବା

ଉଇକିଅଭିଧାନ‌ରୁ

ମୁଣ୍ଡକୁ ହାତ ପାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଲ୍ୟାବସ୍ଥା ଅତିକ୍ରମ କରି ଆପଣାର ବିଷୟ ଆପେ ବୁଝିବା ପାଇଁ ସମର୍ଥ ହେବା; ସାବାଲଗ ହେବ —Growing up, so as to be able to take care of one's self; becoming major.

(ଯଥା—ତାଙ୍କ ପୁଅମାନେ ଚାକିରି ଖଣ୍ଡିଏ ଲେଖାଏଁ ପାଇବାରୁ ସେମାନଙ୍କର ମୁଣ୍ଡକୁ ହାତ ପାଇଲାଣି)