ମୁଣ୍ଡଘିନି ପଶିବା
ଦେଖଣା
ମୁଣ୍ଡଘିନି ପଶିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡଘିନି ପଶିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆଗେ ଆପଣାର ମୁଣ୍ଡକୁ ପ୍ରବିଷ୍ଟ କରାଇ କୌଣସି ସ୍ଥାନକୁ ପ୍ରବେଶ କରିବା — ୧. To enter a place by pushing on one's head first.
- ୨. କୌଣସି ବ୍ୟକ୍ତିଙ୍କ ଶରଣାପନ୍ନ ହେବା —୨. To take refuge or shelter under a person.
(ଯଥା—ଆପଣ ମୋତେ ଗୋଡ଼ ଘିନ ପେଲିଦେଲେ ମୁଁ ମୁଣ୍ଡଘିନି ପଶିବି)