Jump to content

ମୁଣ୍ଡତଳିଆ

ଉଇକିଅଭିଧାନ‌ରୁ

ମୁଣ୍ଡତଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅନ୍ୟ ବ୍ୟକ୍ତିର ଆଶ୍ରୟରେ ରହିଥିବା — ୧. (a person) Who is under the shelter of another.
୨. ଅନ୍ୟ ବ୍ୟକ୍ତିର କର୍ତ୍ତୃତ୍ୱ ବା ନାୟକତ୍ୱର ଅଧୀନ ରହି କାର୍ଯ୍ୟ କରୁଥିବା —୨. Working or having to move under the leadership or authority of another person.
୩. ପରର ଅଧୀନ —୩. Occupying a dependent position.