Jump to content

ମୁଣ୍ଡମାଳା

ଉଇକିଅଭିଧାନ‌ରୁ

ମୁଣ୍ଡମାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମୁଣ୍ଡର ମାଳ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ବହୁ ନର— ମୁଣ୍ଡରେ ଗ୍ରଥିତ ମାଳା —୧. A wreath or strring of human skulls.
୨. ମାଳାରେ ଗ୍ରଥିତ ହେବା ପରି ଏକତ୍ର ସ୍ଥିତ ଅନେକ ମୁଣ୍ଡ — ୨. Row of skulls found or placed together.

[ଯଥା—ଉକ୍ତ ଗ୍ରାମରେ ହଇଜା ଏପରି ଘୋଟିଲା ଯେ, ମଶାଣିରେ ମୁଣ୍ଡମାଳ ଗଡ଼ିଲା]