Jump to content

ମୁଣ୍ଡରେ ଉକୁଣୀ କାମୁଡ଼ିବା

ଉଇକିଅଭିଧାନ‌ରୁ

ମୁଣ୍ଡରେ ଉକୁଣୀ କାମୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୁଣ୍ଡକୁ ଉକୁଣୀ କାମୁଡ଼ିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମସ୍ତକରେ ଉକୁଣି ଦଂଶନ କରିବା —୧. Being bitten by lice.
୨. ଅତ୍ୟନ୍ତ ଚିନ୍ତିତ ହେବା —୨. Being very much anxious.

[ଉ—ଏଣେ ମା ବାପାଙ୍କ ମୁଣ୍ଡରେ ଉକୁଣୀ କାମୁଡ଼ିଲାଣି, କେମିତି ବାହା ଦେବେ ଫକୀରମୋହନ ଗଳ୍ପସ୍ୱଳ୍ପ]