ମୁଣ୍ଡରେ ଗୋଡ଼ ଦେବା
ଦେଖଣା
ମୁଣ୍ଡରେ ଗୋଡ଼ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡରେ ଗୋଡ଼ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅପମାନ ଦେବା — ୧. To insult.
[ଉ—ତାହା ଛାର ଅମ୍ଭଙ୍କୁ ଅଟେ କେତେ ବଡ଼ ନେଲା କନ୍ୟା ବଳେ ଦେଇଣ ମୂଣ୍ଡେ ଗୋଡ଼—କୃଷ୍ଣସିଂହ. ମହାଭାରତ. ଆଦି]
- ୨. (ମନ୍ଦାର୍ଥ) ପ୍ରଶ୍ରୟ ପାଇ କ୍ଷମତାତୀତ କାମ କରିବା ବା କ୍ଷମତାର ଅପବ୍ୟବହାର କରିବା —୨. (bad sense) To take undue advantage of one's privilege; to abuse one's authority.