Jump to content

ମୁଣ୍ଡରେ ହାତ ଦେଇ ବସିବା

ଉଇକିଅଭିଧାନ‌ରୁ

ମୁଣ୍ଡରେ ହାତ ଦେଇ ବସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମୁଣ୍ଡରେ ହାତ ଦେବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]
୧. ଦୁର୍ଭାବନାରେ କିଂକର୍ତ୍ତବ୍ୟବିମୂଢ଼ ହେବା — ୧. To rest one's head on the raised palm in utter anxiety.

[ଦ୍ରଷ୍ଟବ୍ୟ —ଦୁର୍ଭାବନା— ଗ୍ରସ୍ତ ବ୍ୟକ୍ତି ମୂଣ୍ଡକୁ କରତଳଦ୍ୱାରା ଟେକି ରଖେ]

୨. ଆଶୀର୍ବାଦ କରିବା —୨. To bless.

(ଉ— ଅକ୍ଷେ କୃଷ୍ଣସିଂହ ମୁଣ୍ଡେ ଦେଇ ହାତ, ପୂର୍ଣ୍ଣକର ଭାରତ ଆହେ ଗୋପୀନାଥ—କୃଷ୍ଣସିଂହ. ମହାଭାରତ. ବନା)