ମୁଣ୍ଡାଇବା
ଦେଖଣା
ମୁଣ୍ଡାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡାଇବା
|
(ମୁଣ୍ଡିଆଇବା—ଅନ୍ୟରୂପ)
ଦେଶଜ - କ୍ରି—(ସଂସ୍କୃତ - ମୁଣ୍ଡିରୁ ଓଡ଼ିଆରେ ନାମ ଧାତୁ)
[ସମ୍ପାଦନା]- ୧. ମୁଣ୍ଡଦ୍ୱାରା ବୋଝ ନେବା — ୧. To carry a load on the head.
(ଉ—ସୁରିବ ନିରତେ, ପ୍ରଜା ପୁଞ୍ଜ ଋଣ ଭାର, ମୁଣ୍ଡାଇଛ ମୁଣ୍ଡେ ରାଜମୁକୁଟର ବ୍ୟାଜେ ରାଧାନାଥ. ମହାଯାତ୍ରା)
ଅନୁବାଦ
[ସମ୍ପାଦନା]ମୁଣ୍ଡାଇବା
|
- ୨. ମୁଣ୍ଡଦ୍ୱାରା ଆଘାତ କରିବା; ମୁଣ୍ଡିଆ ମାରିବା —୨. To strike by butting the head.
ଅନୁବାଦ
[ସମ୍ପାଦନା]ମୁଣ୍ଡାଇବା
|
- ୩. ପ୍ରସବ ହୋବାର ଅବ୍ୟବ— ହିତ ପୂର୍ବରୁ ଗର୍ଭସ୍ଥ ଶିଶୁର ସମ୍ତକ ପ୍ରସବ ଦ୍ୱାରକୁ ଆସିବା ୩. To approach the vaginal aperture with the head first (said of a child just before being born)
- ୪. (ଲକ୍ଷାଣର୍ଥ କୌଣସି ବ୍ୟକ୍ତିକୁ ପୂଜା କରିବା ବା ସମ୍ମାନ ଦେଖାଇବା —୪. (figurative) To worship a person.
- ୫. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ଦାୟିତ୍ୱ ଗ୍ରହଣ କରିବା —୫. (figurative) To take the responsilibity for doing a thing upon one's head; to undertake.
[ଦ୍ରଷ୍ଟବ୍ୟ —ଦାୟିତ୍ୱମୁଣ୍ଡା ଇବା, ଦୋଷ ମୁଣ୍ଡାଇବା]
- ୬. (ଲକ୍ଷଣାର୍ଥ) ସଂକ୍ରାନ୍ତି; ଅମାବାସ୍ୟା ପୂର୍ଣ୍ଣିମା ଆଦି ତିଥିରେ ଠିକ୍ ପୂର୍ବେ କୌଣସି ସ୍ଥାନକୁ ଯିବା ବା ଆସିବା —୬. (figurative) To start while certain inauspicious tithi or day or time is near hand.
[ଦ୍ରଷ୍ଟବ୍ୟ —ଶାଶୁ ଘରକୁ ସଂକ୍ରାନ୍ତି ମୁଣ୍ଡାଇ କରି ଗଲେ ଅମଙ୍ଗଳ ଘଟେ]
ଅନୁବାଦ
[ସମ୍ପାଦନା]- ୭. (ସଂସ୍କୃତ - ମୁଣ୍ଡନ)—ଭଣ୍ଡାରୀଦ୍ୱାରା କ୍ଷୌର ହେବା — ୭. To have one's head shaven by a barāer.
(ଉ—ମନ ନି ମଣ୍ଡାଏ ମୁଣ୍ଡାଏ କେଶ ଢ଼ଗ 'କୋଷ କୁମର ବଚନ ପ୍ରକାଶ, ଆଜ ତୋହର ମୁଣ୍ଡାଇବିକେଶ/ପ୍ରାଚୀ./ପ୍ରତାପ/ଶଶୀସେଣ)