Jump to content

ମୁଣ୍ଡାମୁଣ୍ଡି

ଉଇକିଅଭିଧାନ‌ରୁ

ମୁଣ୍ଡାମୁଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. -ପ୍ରାନ୍ତୀ;-ଶେଷ —୧. Extremity.
୨. ନିଃଶେଷିତ ଅବସ୍ଥା —୨. State of exhaustion.
୩. ନିର୍ଦ୍ଦିଷ୍ଟ ସମୟରେ ଶେଷ —୩. The end or limit of a time fixed