Jump to content

ମୁଣ୍ଡା ଗଡ଼ି

ଉଇକିଅଭିଧାନ‌ରୁ

ମୁଣ୍ଡା ଗଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶାଖା ଆଦି ଛେଦା ହୋଇଥିବା ବୃକ୍ଷର ଗଣ୍ଡି — The turnk of a tree whose branches have been lopped off a big log of wood.

(ଉ—ଅର୍ଜନ କାଣ୍ଡେ ମୁଣ୍ଡ ଛେଦା ଗଣ୍ଡି ପଡ଼ି; ନିନ୍ଦା କଲେ ହାଣି ଥୋଇବା ମୁଣ୍ଡା ଗଡ଼ି କୃଷ୍ଣସିଂହ. ମହାଭାରତ. ବିରାଟ)