Jump to content

ମୁଣ୍ଡା ଗାଗର

ଉଇକିଅଭିଧାନ‌ରୁ

ମୁଣ୍ଡା ଗାଗର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଣ୍ଡ+ଗର୍ଗର)

[ସମ୍ପାଦନା]

ମୁଣ୍ଡରେ ଖଣ୍ଡା ପରି ଦା଼ଢୁଆ କଣ୍ଟା ନ ଥିବା ଗାଗର ମାଛ — A kind of fish without a long and sharp snout.

(ଉ—ନଈ ଭିତରେ ଯାଉଥିଲି ମୁହିଁ, ମାଡ଼ିଲି ମୁଣ୍ଡା ଗାଗର, ବୋଉକୁ କହିବ କାନ୍ଦିବେ ନାହିଁ, ଜୋଇଁତ ଗୁଣ ସାଗର—ଢଗ)