ମୁଣ୍ଡା ଠା
ଦେଖଣା
ମୁଣ୍ଡା ଠା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡା ଠା
|
(ମୁଣ୍ଡା ଠାଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଖାଇବା ପାଇଁ ପତର ବା ପାତ୍ର ରଖାଯିବା ସ୍ଥାନରେ ମୁରୁଜଦ୍ୱାରା 'ଠାଆ' ହୋଇ ନ ଥିବା ଅବସ୍ଥା — The absence of a drawing on the ground (with white powder) on which the plate is kept for taking meal.
[ଦ୍ରଷ୍ଟବ୍ୟ —ମୁରୁଜରେ 'ଠାଆ' ଚିତ୍ର ନକରି କୌଣସି ବ୍ୟକ୍ତିକୁ ଖାଇବାକୁ ଦେଲେ ମାଇପେ କହନ୍ତି ତାକୁ ମୁଣ୍ଡା ଠାଆରେ ଖାଇବାକୁ ଦେଲୁ]