ମୁଣ୍ଡା ପହଁରା
ଦେଖଣା
ମୁଣ୍ଡା ପହଁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡା ପହଁରା
|
ମୁଣ୍ଡା ବଢ଼ିଣା, ମୁଣ୍ଡା ପହଁରା ମୁଠା—ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ବଢ଼ିଣା ମୁଠା ବହୁକାଳ ବ୍ୟବହୃତ ହେବାଦ୍ୱାରା ତହିଁର ଅଗ କ୍ଷୟପ୍ରାପ୍ତ ହୋଇଅଛି —A worn out broomstick.