Jump to content

ମୁଣ୍ଡା ଭାରୀ

ଉଇକିଅଭିଧାନ‌ରୁ

ମୁଣ୍ଡା ଭାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -

[ସମ୍ପାଦନା]

ଉପର ମୁଣ୍ଡ ତଳେ ମୁଣ୍ଡ ଠାରୁ ଅତିରିକ୍ତ ରୂପେ ଭାରୀ ହୋଇଥିବା (ଗୁଡ଼ି) — (a kite) Having the upper end excessively heavier than the lower end.

[ଦ୍ରଷ୍ଟବ୍ୟ — ସାଧାରଣତଃ ଗୁଡ଼ିର ଉପରେ ମୁଣ୍ଡ ତଳ ମୁଣ୍ଡ ଠାରୁ କିଛି ସ୍ଥୂଳ ଏବଂ ଭାରୀ ଥାଏ କିନ୍ତୁ ସମୟ ସମୟରେ ଏହି ସ୍ଥୂଳତାର ଏବଂ ଭାରର ପରିମାଣ ଖୁବ୍ ବେଶୀ ହୋଇ— ଯାଏ ଓ ଗୁଡିର ଉପର ଆଡ଼ୁ ତଳ ଆଡ଼ ଅପେକ୍ଷା ଓଜନରେ ବେଶୀ ହୋଇପଡ଼େ ଫଳରେ ଉକ୍ତ ଗୁଡିକୁ ଉଡ଼ାଇଲା ବେଳେ ତାର ମୁଣ୍ଡ ସବୁବେଳେ ତଳ ଆଡକୁ ହୋଇ ରହେ ଗୁଡ଼ି ନିର୍ମାଣରେ ଏହା ଗୋଟିଏ ତ୍ରୁଟି]